ହେ ପ୍ରଭୁ ତୁମେ ହି ନିଜର ଏଠି।(୨)
କରେ ମୁଁ ବିନତୀ ହାଥ ଯୋଡ଼ି ଏଠି
ଭବ ସାଗରୁ କର ହେ ପ୍ରଭୁ ମୁକ୍ତି।
ହେ ପ୍ରଭୁ ତୁମେ ହିଁ ନିଜର ଏଠି।(୨)
ଜାଣେ ନା ମୁଁ ଛନ୍ଦ ମାୟା
ଜାଣେ ନା ମୁଁ ସଂସାର ନୀତି।
ହେ ପ୍ରଭୁ ତୁମେ ହିଁ ନିଜର ଏଠି।(୨)
ହାତ ଯୋଡ଼ି କରେ ମୁଁ ବିନତୀ
ଏ ସଂସାର ପଥ ଚାଲିବା ରେ ସାଥ ଦିଅ ଏଠି।
ହେ ପ୍ରଭୁ ତୁମେ ହିଁ ନିଜର ଏଠି।(୨)
ହେ ପ୍ରଭୁ ତୁମେ ହିଁ ନିଜର ଏଠି।(୨)
ସଂସାର ର ଜାଣେନା ମୁଁ ନୀତି
ହେଲେ ମୁଁ ଜାଣିଛି ଏ ସଂସାରେ କର
ପ୍ରଭୁ ତୁମେ ହିଁ ରାଜୁତି।
ହେ ପ୍ରଭୁ ତୁମେ ହିଁ ନିଜର ଏଠି।(୨)
ମୋ ଜୀଵନ ର ଚଲାପଥ କୁ ପୁଷ୍ପାନିତ କରିବ
ରଖିଛି ବିଶ୍ୱାସ ତୁମଠି।
ହେ ପ୍ରଭୁ ତୁମେ ହିଁ ନିଜର ଏଠି।(୨)
.......................................................................

